Home Oriya Odia Dictionary

Download Oriya Odia Dictionary APP

Unrestrained Oriya Odia Meaning

ଅସଂଯତ, ଉଚ୍ଛୁଙ୍ଖଳ, ଉନ୍ମତ୍ତ, ପାଗଳ, ଭ୍ରାନ୍ତ, ମଦାନ୍ଧ, ସଂଯମହୀନ

Definition

ଯାହା ବାଜେକଥାରେ ପୂର୍ଣ୍ଣ
ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଯେଉଁଥିରେ ସଂଯମ ନ ଥାଏ
ଯେ ନିଜ ଅଧିନରେ ନାହିଁ
ପ୍ରସନ୍ନ ଓ ନିଶ୍ଚିନ୍ତ

Example

ବାଜେକଥା କୁହନାହିଁ
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ଅସଂଯତ ଖାଦ୍ୟପେୟ କାରଣରୁ ବହୁତ ରୋଗ ହୁଏ
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
ସେ ଜଣେ