Home Oriya Odia Dictionary

Download Oriya Odia Dictionary APP

Unrestricted Oriya Odia Meaning

ଅନିଷିଦ୍ଧ

Definition

ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ଯାହା ନିଷିଦ୍ଧ ହୋଇନାହିଁ
ଯାହାର ସୀମା ନାହିଁ
ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର

Example

ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
ଆମକୁ ଅନିଷିଦ୍ଧ କାମ ହିଁ କରିବା ଆବଶ୍ୟକ