Home Oriya Odia Dictionary

Download Oriya Odia Dictionary APP

Unruffled Oriya Odia Meaning

ତରଙ୍ଗହୀନ, ବ୍ୟାକୁଳତାହୀନ , ଶାନ୍ତ, ସ୍ଥିର

Definition

ଯାହା ପ୍ରବାହିତ ହେଇନାହିଁ
ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
ଯେ ଚାଲିପାରେ ନାହିଁ
ଯିଏ ଚଞ୍ଚଳ ନୁହେଁ
ଧୈର୍ଯ୍ୟ ରଖିବା ଲୋକ
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ
ଯେ ଉଦବିଘ୍ନ ନୁହେଁ
ଯାହାର

Example

ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି
ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
ସବୁ ଗଛ ସଜୀବ ହେଲେ ମଧ୍ୟ ଅଚଳ
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ଧୈର୍ଯ୍ୟଶୀଳ ବ୍ୟକ୍ତି