Unsated Oriya Odia Meaning
ଅତୁଷ୍ଟ, ଅତୃପ୍ତ, ଅସନ୍ତୁଷ୍ଟ, ଅସନ୍ତୋଷୀ
Definition
ଯେ ତୃପ୍ତ ହୋଇନାହିଁ
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯେଉଁଥିରେ ସନ୍ତୋଷ ହୁଏ ନାହିଁ
Example
ତାହାର ଅତୃପ୍ତ ମନ ଠିକ୍ ଜ୍ଞାନକୁ ଖୋଜିବାରେ ଏଣେତେଣେ ଭ୍ରମୁଛି
ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ଅସନ୍ତୁଷ୍ଟ ବ୍ୟକ୍ତି ସଦାସର୍ବଦା ଦୁଃଖୀ ରହିଥାଏ
Regime in Oriya OdiaMiddle in Oriya OdiaStoreyed in Oriya OdiaAt That Place in Oriya OdiaAntipathy in Oriya OdiaIntimacy in Oriya OdiaIll Luck in Oriya OdiaSwob in Oriya OdiaSuggestive in Oriya OdiaCavia Cobaya in Oriya OdiaCall On The Carpet in Oriya OdiaShout in Oriya OdiaRope in Oriya OdiaReason in Oriya OdiaFull in Oriya OdiaDaring in Oriya OdiaSeventeenth in Oriya OdiaConnecting in Oriya OdiaChinese Jujube in Oriya OdiaYoga in Oriya Odia