Home Oriya Odia Dictionary

Download Oriya Odia Dictionary APP

Unseasonable Oriya Odia Meaning

ଅଦିନିଆ

Definition

ଯେଉଁଥିରେ ଅନୁଭବର ଅଭାବ ଅଛି କିମ୍ବା ଠିକ୍‌ ଅନୁଭବ ବା ଜ୍ଞାନ ନାହିଁ
କୌଣସି କାମ ଯେ ନୂଆ ନୂଆ ଶିଖିଛି
ସମୟ ଅନୁସାରେ ନୁହେଁ ବା ଭୁଲ୍‌ ସମୟରେ
ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
ଯାହା ପାଚି ନ

Example

ଏହି କାମ ନୂଆଶିଖାଳି ବି କରି ପାରିବ
ମୁଁ ଆପଣଙ୍କୁ ଗୋଟିଏ ପଇସା ବି ଦେଇପାରିବି ନାହିଁ କାରଣ ଆପଣ ଅସମୟରେ ଆସିଛନ୍ତି
ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
ଶ୍ୟାମ କଞ୍ଚାଫଳ ଖାଉଛି
କିଛି