Home Oriya Odia Dictionary

Download Oriya Odia Dictionary APP

Unselfish Oriya Odia Meaning

ଅସ୍ବାର୍ଥ, ନିସ୍ବାର୍ଥ

Definition

ଯେ ଆସକ୍ତ ନୁହେଁ
ଯାହାକୁ କୌଣସି କଥାରେ ଖାତିର ନାହିଁ
ଯେଉଁଥିରେ ସ୍ୱାର୍ଥ ବା ଆପଣାର ହିତ ନ ଥାଏ
ସ୍ୱାର୍ଥରହିତ ଭାବେ

Example

ସେ ଦେଶଦୁନିଆ ପ୍ରତି ଅନାସକ୍ତ
ସେ ଦେଶ ଦୁନିଆ ବିଷୟରେ ବେପରୁଆ ରହି ନିଜ ସ୍ୱରରେ ହିଁ ବୁଡ଼ିରହିଥାଏ
ଆମେ ନିସ୍ୱାର୍ଥ ଭାବରେ ଆମ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ
ମୁଁ ଏଠାକୁ ସ୍ୱାର୍ଥହୀନ ଭାବେ ଆସିଛି