Home Oriya Odia Dictionary

Download Oriya Odia Dictionary APP

Unshelled Oriya Odia Meaning

ଆବରଣହୀନ, ଖୋଳପା ଛଡା, ଚୋପାଛଡା

Definition

ଯାହା ଢଙ୍କା ବା ଆବୃତ ନୁହେଁ
ଯେ କବଚ ଧାରଣ କରିନଥାଏ ବା କରେ ନାହିଁ
ଯେଉଁଥିରେ କବଚ ବା ଆବରଣ ନାହିଁ

Example

କବଚହୀନ ଯୋଦ୍ଧାଙ୍କ ଛାତିରେ ଶତ୍ରୁ ଅସ୍ତ୍ର ଭୁସିଦେଲା
ସେ ସିଝା ତଥା ଖୋଳପାଛଡ଼ା ଅଣ୍ଡା ଖାଉଛି