Home Oriya Odia Dictionary

Download Oriya Odia Dictionary APP

Ununderstood Oriya Odia Meaning

ଅବୁଝା

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯେ ବିବେକୀ ନୁହେଁ ବା ଯାହାର ଭଲ ଖରାପର ଜ୍ଞାନ ନାହିଁ
ଯେ ବୁଝିପାରେ ନାହିଁ

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ଅବିବେକୀ କଂସ ଭଗବାନ କୃଷ୍ଣଙ୍କୁ ମାରିବାକୁ ଅନେକ ପ୍ରୟାସକଲା ମାତ୍ର ସଫଳ ହୋଇପାରିଲା ନାହିଁ
ମୁଁ ଅବୁଝା ଛାତ୍ରମାନଙ୍କୁ ବୁଝାଇ ବୁଝାଇ ଥକିଗଲି
ଶିକ୍ଷୟତ୍ରୀ ଅବୁଝା ପିଲାଙ୍କୁ