Home Oriya Odia Dictionary

Download Oriya Odia Dictionary APP

Unvarying Oriya Odia Meaning

ସ୍ଥିର

Definition

ଯାହା ପ୍ରବାହିତ ହେଇନାହିଁ
ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
ଯେ ଚାଲିପାରେ ନାହିଁ
ଯିଏ ଚଞ୍ଚଳ ନୁହେଁ
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ
ଯାହାର ଚିତ୍ତ ସ୍ଥିର
ଅଟକିଥିବା
ଯେଉଁଥିରେ ତରଙ୍ଗ ନାହିଁ
ଯେଉଁଥିର

Example

ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି
ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
ସବୁ ଗଛ ସଜୀବ ହେଲେ ମଧ୍ୟ ଅଚଳ
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ପର୍ବତସବୁ ସ୍ଥିର
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ / ସେ ନିଜ