Home Oriya Odia Dictionary

Download Oriya Odia Dictionary APP

Unverified Oriya Odia Meaning

ଅଣ-ପ୍ରତିସ୍ବାକ୍ଷରିତ, ଅପ୍ରମାଣିତ

Definition

ପ୍ରତିସ୍ୱାକ୍ଷରଆଦିଦ୍ୱାରା ଯାହାର ସତ୍ୟତା ନିର୍ଦ୍ଧାରଣ କରାଯାଇପାରେନାହିଁ
ଯାହା ଯାଞ୍ଚ ବା ପରଖା ଯାଇନାହିଁ
ଯାହା ପ୍ରମାଣ ଦ୍ୱାରା ସିଦ୍ଧ କରିହେବ ନାହିଁ

Example

ଅଣ-ପ୍ରତିସ୍ୱାକ୍ଷରିତ ପ୍ରମାଣ ପତ୍ର ଦେଇଥିବା କାରଣରୁ ଆପଣଙ୍କ ଆବେଦନ ଉପରେ ବିଚାର କରାଯାଇପାରିନାହିଁ
ଅପରୀକ୍ଷିତ ବସ୍ତୁକୁ ବ୍ୟବହାର କରିବା ଉଚିତ ହେବନାହିଁ
ଅପ୍ରମାଣିତ ଅପରାଧର