Home Oriya Odia Dictionary

Download Oriya Odia Dictionary APP

Unwrap Oriya Odia Meaning

ଉନ୍ମୋଚନ ହେବା, ଖୋଲିବା, ପଦାକୁବାହାରିବା

Definition

ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
ସଡ଼କ, କେନାଲଆଦି ନିର୍ମାଣ କରିବା
ଢଙ୍କା ହୋଇଥିବା ବସ୍ତୁକୁ ହଟାଇବା
ପିନ୍ଧା ବସ୍ତୁକୁ ଖୋଲିବା
ସିଲେଇ, ବୁଣା ହୋଇଥିବା ଟାଙ୍କକୁ ଅଲଗା କରିବା
ବନ୍ଧନ,ଗଣ୍ଠି ଆଦି ଖୋଲିବା
ଗୁପ୍ତ ବା ଗୂଢ଼ କଥା ପ୍

Example

ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
କେନାଲ ବିଭାଗ ଦଶଦିନ ପରେ ଏହି କେନାଲ କାମ ଆରମ୍ଭ କରିବ
କିଏ ଜଣେ ଆସିଲେଣି, କବାଟ ଖୋଲ
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ସୀମା ସାଲୁଆରର ସି