Home Oriya Odia Dictionary

Download Oriya Odia Dictionary APP

Upkeep Oriya Odia Meaning

ଜୀବନ ବୃତ୍ତି, ଜୀବିକା, ଦେଖାଶୁଣା, ବୃତ୍ତି, ଯତ୍ନ, ରକ୍ଷଣାବେକ୍ଷଣ, ରକ୍ଷା

Definition

କୌଣସି ବସ୍ତୁ କଣା ବା ଖରାପ ହୋଇଥିବା ଅଂଶକୁ ଠିକ କରିବା କାମ
ଭୋଜନ, ବସ୍ତ୍ରଆଦି ଦେଇ ଜୀବନ ରକ୍ଷା କରିବା କ୍ରିୟା
ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ମାର

Example

ତା ଘରର ମରାମତି ହେଉଛି
ଯଶୋଦା କୃଷ୍ଣଙ୍କର ଲାଳନ ପାଳନ କରିଥିଲେ
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
ମାଡ଼ ସହିସହି ସେ ପିଠିଆ ହୋଇଯାଇଛି/ ଆଜି ସେ ଖୁବ ବାଡ଼ିଆ ଖାଇବ
ଉତ୍ତମ ରକ୍ଷଣାବେକ୍ଷଣଦ୍ୱାରା ବସ୍ତୁଗୁଡ଼ିକ ଅଧିକ ଦିନ