Home Oriya Odia Dictionary

Download Oriya Odia Dictionary APP

Uplift Oriya Odia Meaning

ଘାରିହେବା, ନିଶାସକ୍ତ ହେବା

Definition

ଉଠିବା କାର୍ଯ୍ୟ ବା ଭାବ
କାମରେ ଆସିବା ବା ଲାଗିବାର କ୍ରିୟା
ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
ସାମାନ୍ୟ ଉପରକୁ ଉଠିଥିବା ବା ଫୁଲିଥିବା
ସ୍ଫୀତ ହେବାର ଅବସ୍ଥା
ଉପର ହେବାର ଅବସ୍ଥା
ଯେ ଆସନରୁ ଉଠି ଠିଆ ହୁଅନ୍ତି

Example

ଆକବରଙ୍କ ସମୟରେ ମୋଗଲ ବଂଶର ଉତ୍ଥାନ ଶେଷସୀମାରେ ଥିଲା
ଆମ ଦେଶରେ ଚାଉଳର ବ୍ୟବହାର ବେଶୀ
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ଜମିର ଢ଼ିପକୁ ଖୋଳି ସମତଳ କରାଗଲା
ଭୂପୃଷ୍ଠର ଉପରିଭାଗରେ ଠାଏ ଠାଏ ଉଚ୍ଚା ରହିଛି
ଉଠାଣିରେ ବାୟୁର ଚାପ କମ ହୁଏ
ଦୟାକରି ଠିଆହୋଇଥିବା ଲୋକମାନେ ବସିଯାଆ