Home Oriya Odia Dictionary

Download Oriya Odia Dictionary APP

Uprise Oriya Odia Meaning

ଉଇଁବା, ଉଠିବା, ଉତ୍ପନ୍ନ ହେବା, ଉଦୟ ହେବା, ଜାତ ହେବା, ସୃଷ୍ଟିହେବା

Definition

କୌଣସି ବସ୍ତୁଆଦି ନିଜ ସ୍ଥାନରୁ ଉପରକୁ ଆସିବା ବା ଦେଖାଦେବା
ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା

Example

ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହୁଅନ୍ତି
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା