Home Oriya Odia Dictionary

Download Oriya Odia Dictionary APP

Useful Oriya Odia Meaning

ଉପଯୋଗୀ, ଉପାଦେୟ

Definition

ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
ଯାହା ଦରକାରୀ

Example

ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ / ଠିକ୍‌ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
ଏହା ପିଲାମାନଙ୍କପାଇଁ ବହୁତ ଉପଯୋଗୀ ପୁସ୍ତକ