Home Oriya Odia Dictionary

Download Oriya Odia Dictionary APP

Useless Oriya Odia Meaning

ଅକରଣୀୟ, ବେକାର, ବ୍ୟର୍ଥ

Definition

ଯେ କିଛି କାମ କରେ ନାହିଁ
ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଯାହା ଆବଶ୍ୟକ ନୁହେଁ
ଭଲର ଓଲଟା ବା ବିପରୀତ
ଯାହାର କୌଣସି ଅର୍ଥ ନାହିଁ
ଯାହାକୁ କରିବା କଠିନ
ଯାହାର କୌଣସି ଫଳ ବା ପରିଣାମ ନାହିଁ
ଯାହା କଲେ ଲା

Example

କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
ହିମାଳୟ ଚଢ଼ିବା ଦୁଷ୍କର କାମ
ହସ୍