Home Oriya Odia Dictionary

Download Oriya Odia Dictionary APP

Uselessly Oriya Odia Meaning

ଏମିତି, ବେକାରରେ, ବ୍ୟର୍ଥରେ

Definition

ଯେ କିଛି କାମ କରେ ନାହିଁ
ବିନା ପ୍ରୟୋଜନରେ
ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଯାହା ଆବଶ୍ୟକ ନୁହେଁ
ଭଲର ଓଲଟା ବା ବିପରୀତ
ଯାହାର କୌଣସି ଅର୍ଥ ନାହିଁ
ଯାହାର କୌଣସି ଫଳ ବା ପରିଣାମ ନାହିଁ
ଯାହା କଲେ ଲାଭ ହ

Example

କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ଅକାରଣରେ କୌଣସି କାର୍ଯ୍ୟ କରିବା ଉଚିତ୍‌ ନୁହେଁ
ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ