Home Oriya Odia Dictionary

Download Oriya Odia Dictionary APP

Uselessness Oriya Odia Meaning

ଅନାବଶ୍ୟକତା, ଅନୁପଯୋଗିତା, ଉପଯୋଗହୀନତା, ନିରର୍ଥକତା

Definition

ଅନାବଶ୍ୟକ ହେବାର ଅବସ୍ଥା ବା ଭାବ

Example

କୌଣସି ବସ୍ତୁର ଆବଶ୍ୟକତା ବା ଅନାବଶ୍ୟକତା ତାହାର ଉପଯୋଗ ଉପରେ ନିର୍ଭର କରେ