Home Oriya Odia Dictionary

Download Oriya Odia Dictionary APP

Utilised Oriya Odia Meaning

ଆବଶ୍ୟକ, ଆବଶ୍ୟକୀୟ, ଉପଯୋଗି, ଦରକାରୀ , ବ୍ୟବହୃତ

Definition

କାହାରି ନିମନ୍ତେ ପରଷା ଯାଇଥିବା ଭୋଜନରୁ ଖାଇବା ପରେ ଯାହା ବଳିଛି
ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
ଯାହା ବ୍ୟବହାର ଯୋଗ୍ୟ

Example

ଉଛିଷ୍ଟ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ
ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
ବ୍ୟବହାର୍ଯ୍ୟ ବସ୍ତୁଗୁଡ଼ିକ ସଯତ୍ନରେ ରଖ