Home Oriya Odia Dictionary

Download Oriya Odia Dictionary APP

Uttered Oriya Odia Meaning

ଅଭିବ୍ୟକ୍ତ, ଅଭିବ୍ୟଞ୍ଜିତ, ପ୍ରକଟିତ, ବ୍ୟକ୍ତ

Definition

ଯାହାର ଅଭିବ୍ୟଞ୍ଜନ ହୋଇଛି ବା ପ୍ରକଟ କରାଯାଇଥିବା
ଯାହା ସମସ୍ତଙ୍କ ସମ୍ମୁଖରେ ଥାଏ ବା ସମ୍ମୁଖରେ ଆସିଥାଏ
ଯାହା ପୂରାପୂରି ବୁଝି ହୁଏ

Example

ଅଭିବ୍ୟକ୍ତ ଭାବକୁ ଲୁଚାଇବାପାଇଁ କାହିଁକି ଚେଷ୍ଟା କରୁଛନ୍ତି?
ଯେତେବେଳେ କଥା ପରିପ୍ରକାଶ ହୋଇଗଲାଣି, ଆଉ ଡରିବାର ନାହିଁ
ଏହି କବିତାର ଭାବ ସ୍ପଷ୍ଟ ନୁହେଁ