Home Oriya Odia Dictionary

Download Oriya Odia Dictionary APP

Vacancy Oriya Odia Meaning

ରିକ୍ତ, ଶୂନ୍ୟ

Definition

ଯେଉଁଠି କିଛି ଲେଖା ହୋଇ ନ ଥାଏ
ରିକ୍ତ ବା ଖାଲି ହେବାର ଅବସ୍ଥା ବା ଭାବ
ଯେଉଁ ପଦରେ କେହି ନିଯୁକ୍ତ ହୋଇ ନାହାନ୍ତି

Example

ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦ ପୂରଣ କର
ପତ୍ନୀର ମରଣ ପରେ ତାଙ୍କ ଜୀବନରେ ରିକ୍ତତା ଆସିଗଲା
ନିମ୍ନଲିଖିତ ଖାଲିସ୍ଥାନ ପାଇଁ ଆବେଦନପତ୍ର ଦାଖଲ କର