Home Oriya Odia Dictionary

Download Oriya Odia Dictionary APP

Vacuum Oriya Odia Meaning

ରିକ୍ତ, ଶୂନ୍ୟ

Definition

ରିକ୍ତ ବା ଖାଲି ହେବାର ଅବସ୍ଥା ବା ଭାବ
ବିନା ବାୟୁରେ ବା ଯେଉଁଠି ବାୟୁ ନଥାଏ

Example

ପତ୍ନୀର ମରଣ ପରେ ତାଙ୍କ ଜୀବନରେ ରିକ୍ତତା ଆସିଗଲା
ଏହି ପରୀକ୍ଷଣ ବାୟୁରହିତ କକ୍ଷରେ କରାଯାଇଛି