Home Oriya Odia Dictionary

Download Oriya Odia Dictionary APP

Vagrancy Oriya Odia Meaning

ବାରବୁଲାପଣ

Definition

ବୃଥାରେ ଏଠି-ସେଠି ବୁଲିବା କ୍ରିୟା
ବାରବୁଲା ହେବାର ଅବସ୍ଥା ବା ଭାବ

Example

ସେ କିଛି କାମଦାମ ନକରି ଦିନତମାମ ନିଷ୍କର୍ମା ବ୍ୟକ୍ତି ହେଇ ବୁଲୁଛି
କିଛି ଲୋକ ବାରବୁଲାଅବସ୍ଥାରେ ବଞ୍ଚିବାପାଇଁ ବାଧ୍ୟ ହୁଅନ୍ତି