Home Oriya Odia Dictionary

Download Oriya Odia Dictionary APP

Vagrant Oriya Odia Meaning

ଅସ୍ଥାୟୀ, ଯାଯାବର

Definition

ଯେ ବହୁତ ବୁଲାବୁଲି କରେ
ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
ଯାହାର କେହି ମାଲିକ ନାହିଁ(ଜନ୍ତୁ)
ଯେ ବହୁତ ବୁଲେ
ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
ଯେ ବେକାରରେ ଏଣେ ତେଣେ ବୁଲୁ

Example

ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
ବାରବୁଲା କୁକୁରଙ୍କୁ ଖାସୁ କରାଗଲା
ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
କିଛି