Home Oriya Odia Dictionary

Download Oriya Odia Dictionary APP

Vaisya Oriya Odia Meaning

ବଣିକ, ବେପାରୀ, ବୈଶ୍ୟ

Definition

ଭାରତୀଯ ଚାରି ବର୍ଣ୍ଣ ମଧ୍ୟରୁ ତୃତୀୟ ବର୍ଣ୍ଣ ଅନ୍ତର୍ଗତ ବ୍ୟକ୍ତି ଯାହାଙ୍କ ମୁଖ୍ୟ କାର୍ଯ୍ୟ ହେଲା ବେପାରବଣିଜ
ଭାରତୀୟ ଆର୍ଯ୍ୟଙ୍କ ଚାରି ବର୍ଣ୍ଣ ମଧ୍ୟରୁ ତୃତୀୟ ବର୍ଣ୍ଣ

Example

ସେଠ୍‌ ଧନୀରାମ ବୈଶ୍ୟ ଅଟନ୍ତି
ବୈଶ୍ୟମାନେ ବେପାର କରୁଥିଲେ