Home Oriya Odia Dictionary

Download Oriya Odia Dictionary APP

Vajra Oriya Odia Meaning

ଇନ୍ଦ୍ରଶସ୍ତ୍ର, ଇନ୍ଦ୍ରାୟୁଧ, କୁଳିଶ, ବଜ୍ର

Definition

ଏକ ବହୁମୂଲ୍ୟ ରତ୍ନ ଯାହା ଉଜ୍ୱଳ ଓ ଖୁବ୍‌ ଶକ୍ତ
ଏକ ପ୍ରକାରର ବଢ଼ିଆ ଲୁହା
ଏକ ପ୍ରକାର ଶସ୍ତ୍ର
ଇନ୍ଦ୍ରଙ୍କ ପ୍ରଧାନ ଶସ୍ତ୍ର
ଆକାଶରେ ହଠାତ୍ କ୍ଷଣିକ ନିମନ୍ତେ ଦେଖା ଦେଉଥିବା ଏକ ପ୍ରକାର ଜ୍ୟୋତି ଯାହା ମେଘ ମଧ୍ୟରେ ବି

Example

ହୀରା ଜଡ଼ିତ ଆଭୂଷଣ ଖୁବ ମୂଲ୍ୟବାନ
ଆମ ସହରରେ ଗୋଟିଏ ଇସ୍ପାତ କାରଖାନା ଅଛି
ପ୍ରାଚୀନ କାଳରେ ଯୁଦ୍ଧରେ ଭାଲର ଅଧିକ ପ୍ରୟୋଗ ହେଉଥିଲା
ବାଳ ହନୁମାନଙ୍କ ଉପରେ ଇନ୍ଦ୍ର ଥରେ ବଜ୍ର ପ୍ରହାର କରିଥିଲେ