Home Oriya Odia Dictionary

Download Oriya Odia Dictionary APP

Value Oriya Odia Meaning

ଆଦର କରିବା, ମୂଲ୍ୟ ନିର୍ଣ୍ଣୟ କରିବା, ମୂଲ୍ୟଧାରଣ କରିବା, ମୂଲ୍ୟାଙ୍କନ କରିବା, ସମ୍ମାନ କରିବା

Definition

କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ଯେଉଁ ତତ୍ତ୍ୱଦ୍ୱାରା କୌଣସି ବସ୍ତୁର ଆପେକ୍ଷିକ ଶ୍ରେଷ୍ଠତା, ଉପଯୋଗିତା ବା ଆଦର କମେ ବା ବଢ଼େ
କାହାର ଆଦର ସତ୍କାର କରିବା
କୌଣସି କଥା ବା ସିଦ୍ଧାନ୍ତକୁ ଗ୍ରହଣ

Example

ଏହି କାର୍ର ଦାମ୍‌ କେତେ ?
ଆମେ ବଡ଼ମାନଙ୍କୁ ସମ୍ମାନ କରିବା ଉଚିତ
ପୂରାତନ ମୂଲ୍ୟବୋଧକୁ ଆଜିର ସମାଜ ବିଶ୍ୱାସ କରେ ନାହିଁ
ହୀରାର ମୂଲ୍ୟ ଜହୁରୀ ହିଁ ଜାଣେ