Home Oriya Odia Dictionary

Download Oriya Odia Dictionary APP

Variant Oriya Odia Meaning

ଅନୁରୂପ, ଆକାର, ପ୍ରକାର, ପ୍ରତିରୂପ, ଫର୍ମ

Definition

ଯାହା ସାଦୃଶ୍ୟରୂପୀ ନୁହେଁ
ଗଣିତରେ ଏକକରୁ କମ ବା ଏହାର କୌଣସି ଭାଗକୁ ସୂଚିତ କରୁଥିବା କୌଣସି ସଂଖ୍ୟା
ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କ

Example

ଏହି ମନ୍ଦିରରେ ଶିବଙ୍କର ଭିନ୍ନରୂପୀ ପ୍ରତିମା ଅଛି
ଆଜି ଅଧ୍ୟାପକ ଘରେ କରିବାପାଇଁ ଭିନ୍ନ ସଂଖ୍ୟା ସମ୍ବଳିତ ପ୍ରଶ୍ନ ଦେଇଛନ୍ତି
ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି
କମ୍ପାସ ବିନା ରେଖାଗଣିତରେ