Home Oriya Odia Dictionary

Download Oriya Odia Dictionary APP

Venom Oriya Odia Meaning

ଅସଦ୍ଦ୍ଭାବନା, କୁଭାବନା, ଦୁର୍ଭାବନା

Definition

ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ
ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
ବହୁ ତୀବ୍ର ହୋଇଥିବା ଘାତକ ବ

Example

ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ
ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
ଉଗ୍ର ବିଷ ଖାଇଦେବା କାରଣରୁ ଚିକିତ୍ସକ ବି ତାକୁ ବଞ୍ଚାଇ ପାରିଲେ ନାହିଁ