Home Oriya Odia Dictionary

Download Oriya Odia Dictionary APP

Verb Oriya Odia Meaning

କ୍ରିୟା, କ୍ରିୟାପଦ

Definition

ବ୍ୟାକରଣର ଏଭଳି ଶବ୍ଦ ଯାହାଦ୍ୱାରା କୌଣସି କାର୍ଯ୍ୟହେବା ବା କରାଯିବା ବିଷୟ ସୂଚିତ ହୋଇଥାଏ
କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ
କାହାରି ମଲାପରେ ହେଉଥିବା ଧାର୍ମିକ କୃତ୍ୟ ବା ସଂସ୍କାର
କୌଣସି

Example

ଏହି ଅଧ୍ୟାୟରେ କ୍ରିୟା ଉପରେ ଆଲୋକପାତ କରାଯାଇଛି
ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି
ଅନ୍ୟ୍ତେଷ୍ଟିକ୍ରିୟା ଏକ ପାରମ୍ପରିକ ବିଧାନ
ଦୁଧରୁ ଦହି ତିଆରିକରିବା ହେଉଛି ଏକ ରାସାୟନିକ ପ୍ରକ୍ରିୟା
କ୍ରିୟାଙ୍କ ବିବାହ କୃତୁ ଋଷିଙ୍କ ସହିତ ହୋଇ