Home Oriya Odia Dictionary

Download Oriya Odia Dictionary APP

Verbiage Oriya Odia Meaning

ବାକ୍ୟଜାଲ, ଶଦ୍ଦଜାଲ, ଶବ୍ଦାବଳୀ

Definition

ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ
ବଡ଼ ବଡ଼ ଶବ୍ଦଗୁଡ଼ିକ ଯେଭଳି ପ୍ରୟୋଗ କଲେ ଭାବହୀନତା ସୃଷ୍ଟିହୁଏ

Example

ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି
କୌଣସି ସାହିତ୍ୟ ରଚନା କରିବା ସମୟରେ ଶବ୍ଦାଡ଼ମ୍ବରକୁ ଏଡ଼ାଇବା ଉଚିତ