Home Oriya Odia Dictionary

Download Oriya Odia Dictionary APP

Verification Oriya Odia Meaning

ପ୍ରମାଣୀକରଣ

Definition

ମିଳାଇ ବା ଯାଞ୍ଚକରି ଏହା ଠିକ ବା ଯେଉଁଭଳି ରହିବା କଥା ସେଭଳି ଅଛି କି ନାହିଁ ପରୀକ୍ଷା କରିବା
କୌଣସି ରଚନା ଉପରେ ଏହା ବାସ୍ତବିକ ଓ ସତ୍ୟ ବୋଲି ଲେଖି ସ୍ୱାକ୍ଷର କରିବା କ୍ରିୟା

Example

କାର୍ଯ୍ୟାଳୟରେ ବାବୁ ପ୍ରଥମେ କାଗଜ ଗୁଡ଼ିକ ଯାଞ୍ଚ କଲେ
ପ୍ରଧାନ ଅଧ୍ୟାପକ ସବୁ ପ୍ରମାଣପତ୍ରର ପ୍ରତିଲିପିଗୁଡ଼ିକୁ ପ୍ରମାଣୀକରଣ କଲେ