Home Oriya Odia Dictionary

Download Oriya Odia Dictionary APP

Verified Oriya Odia Meaning

ପ୍ରତିସ୍ବାକ୍ଷରିତ, ସତ୍ୟତା ଅନୁମୋଦିତ, ସମର୍ଥିତ

Definition

ଯାହାର ସତ୍ୟତା ଅନୁମୋଦନ କରାଯାଇଛି
ଯାହା ସମ୍ବନ୍ଧରେ ଏହା ଲେଖାଯାଇଛି ଯେ ଏହା ପ୍ରାମାଣିକ ବା ଠିକ
ତର୍କ କିମ୍ବା ପ୍ରମାଣଦ୍ୱାରା ଠିକରୂପେ ବିବେଚିତ ହେବା

Example

ଆବେଦନ ପତ୍ର ସହିତ ଚରିତ୍ର ପ୍ରମାଣପତ୍ରସହ ପ୍ରତିସ୍ୱାକ୍ଷରିତ ନକଲ ସଂଲଗ୍ନ କରାଯାଇଛି
ରାଜୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାପାଇଁ ବହୁତ ପରିଶ୍ରମ କଲା