Home Oriya Odia Dictionary

Download Oriya Odia Dictionary APP

Vermilion Oriya Odia Meaning

ସିନ୍ଦୂରମୁଣ୍ଡିଆ, ସିନ୍ଦୂରିଆ, ସିନ୍ଦୂରୀ

Definition

ଏକ ପ୍ରକାର ଲାଲ ରଙ୍ଗ ବା ଚୂର୍ଣ୍ଣ ଯାହାକୁ ହିନ୍ଦୁ ସଧବାମାନେ ସୀମନ୍ତରେ ଭରିଥାନ୍ତି
ସିନ୍ଦୂର ରଙ୍ଗର
ଗୋଟିଏ ଛୋଟ ମିଠା ସୁଗନ୍ଧଯୁକ୍ତ ଆମ୍ବ
ଯେଉଁଥିରେ ସିନ୍ଦୂର ଲଗାଯାଇଛି
ଏକ ପ୍ରକାରର ଗଛ ଯେଉଁଥିରେ ନାଲି ଫୁଲ ଫୁଟେ
ଔଷଧ କାମରେ ଲାଗୁଥିବା ଏକ ପ୍ରକା

Example

ଆଧୁନିକ ଯୁଗରେ କିଛି ସହରୀ ବିବାହିତା ମହିଳା ସିନ୍ଦୂର ଲଗେଇବାକୁ ପସନ୍ଦ କରନ୍ତି ନାହିଁ
ଏହି ଗଛର ଫଳ ପାଚିଲା ପରେ ସିନ୍ଦୂରୀ ହୋଇଯାଏ
ସେ ଫଳ ଦୋକାନରୁ ଦୁଇ କିଲୋ ସୁନ୍ଦରୀ ଆମ୍ବ କିଣିଲା
ବିବାହିତା