Home Oriya Odia Dictionary

Download Oriya Odia Dictionary APP

Vestal Oriya Odia Meaning

କୁଆଁରୀ, କୁମାରୀ

Definition

ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
ଯାହାର ବିବାହ ହୋଇନାହିଁ
ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
ଅବିବାହିତ ସ୍ତ୍ରୀଙ୍କର ନାମ ସାଥିରେ ଲାଗୁଥିବା ଏକ ସମ୍ବୋଧନ
ଆଶ୍ୱିନ ମାସରେ ହେଉଥିବା
ଆଶ୍ୱିନ ମାସରେ ପଡ଼ୁଥିବା

Example

ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା
ନବରାତ୍ରରେ କୁମାରୀଗଣଙ୍କୁ ଭୋଜନ କରିବା ନିମନ୍ତେ ଆମନ୍ତ୍ରଣ କରାଯାଏ
ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ