Home Oriya Odia Dictionary

Download Oriya Odia Dictionary APP

Veterinarian Oriya Odia Meaning

ପଶୁ ଚିକିତ୍ସକ, ପଶୁଚିକିତ୍ସକ, ପଶୁଡାକ୍ତର

Definition

ଯେ ପଶୁମାନଙ୍କୁ ଚିକିତ୍ସା କରନ୍ତି
ରୋଗଗ୍ରସ୍ତ ପଶୁର ଚିକିତ୍ସା କରିବାର ପ୍ରକ୍ରିୟା

Example

ପଶୁ ଚିକିତ୍ସକ ପହଞ୍ଚିବା ପୂର୍ବରୁହିଁ ଗାଈଟି ମରିଯାଇଥିଲା
ଏହି ଗ୍ରାମରେ ପଶୁଚିକିତ୍ସା ନିମନ୍ତେ କିଛି ସୁବିଧା ନାହିଁ