Home Oriya Odia Dictionary

Download Oriya Odia Dictionary APP

Vi Oriya Odia Meaning

୬, ଛଅ

Definition

ଚାନ୍ଦ୍ରମାସର କୌଣସି ପକ୍ଷର ଷଷ୍ଠୀ ତିଥି
ଯେଉଁ ଦେବୀଙ୍କର ପୂଜା ଷଷ୍ଠୀ ତିଥିରେ କରାଯାଏ
ଶିଶୁଜନ୍ମର ଷଷ୍ଠ ଦିବସର କୃତ୍ୟ
ପାଞ୍ଚରେ ଏକ ମିଶିଲେ ମିଳୁଥିବା ସଂଖ୍ୟା
ହିନ୍ଦୀ ବର୍ଣ୍ଣମାଳାର ସପ୍ତମ ଏବଂ ଚବର୍ଗର ଅନ୍ୟ ବ୍ୟଞ୍ଜନ ଅକ୍ଷର

Example

ଆଜି ଠାରୁ ଠିକ୍ ଚାରିଦିନ ପରେ ଷଷ୍ଠୀ
ବିହାରରେ ବଡ଼ ଧୁମଧାମରେ ଷଷ୍ଠୀଦେବୀଙ୍କ ପୂଜା କରାଯାଏ
ରୋହିତ ପୁଅର ଷଷ୍ଠୀ ଧୁମଧାମରେ ପାଳନ କରାଗଳା
ତିନିରେ ତିନି ମିଶିଲେ ଛଅ ହୁଏ
ପ୍ରଜାପତିର ଛଅଟି ଗୋଡ଼
ଛ ଏକ ତାଲବ୍ୟ ବ୍ୟଞ୍ଜନ