Home Oriya Odia Dictionary

Download Oriya Odia Dictionary APP

Vibratory Oriya Odia Meaning

କମ୍ପମାନ, କମ୍ପିତ

Definition

ଯିଏ ଶାନ୍ତ ନୁହେଁ
ଯିଏ ବହୁତ ଉତ୍‌କଣ୍ଠିତ
ଯେ ଡରିଛି
ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
କମ୍ପୁଥିବା ବା ହଲୁଥିବା

Example

ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
କୌଣସି ବି କଥାପାଇଁ ଏତେ ଶୀଘ୍ର ଆତୁରହେବା ଉଚିତ୍‌ ନୁହେଁ
ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍‌
ଜରରେ ଥରୁଥିବା ପିଲାଟିକୁ ଡାକ୍ତରଖାନା ନିଆଗଲା