Home Oriya Odia Dictionary

Download Oriya Odia Dictionary APP

Victimized Oriya Odia Meaning

ଶୋଷିତ

Definition

ଯାହାକୁ ପୀଡ଼ା ବା କଷ୍ଟ ଦିଆଯାଇଛି
ଯାହାକୁ ଦୁଃଖ ବା କଷ୍ଟ ହୋଇଛି
ଯାହାକୁ ଶୋଷଣ କରାଯାଇଛି
ଯାହାକୁ କୌଣସି ପ୍ରକାରର ବ୍ୟଥା ବା କଷ୍ଟ ହୁଏ
କୌଣସି ବ୍ୟକ୍ତି, ସମାଜ ଆଦିଦ୍ୱାରା ଯାହାଙ୍କୁ ଶୋଷଣ କରାଯାଉଛି

Example

ପୋଲିସଦ୍ୱାରା ଉତ୍ପୀଡ଼ିତ ବ୍ୟକ୍ତି କାହା ନିକଟରେ ନିଜର ଅଭିଯୋଗ କରିବେ?
ଦୁଃଖୀ ମଣିଷ ହିଁ ଅନ୍ୟର ଦୁଃଖକୁ ଅନୁଭବ କରିପାରେ
ମାଟିଦ୍ୱାରା ଶୋଷିତ ଜଳର କିଛି ଅଂଶ ଗଛ ପ୍ରାପ୍ତକରେ