Villain Oriya Odia Meaning
ଖଳ, ଖଳନାୟକ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟ ନାୟକ, ଦୁଷ୍ଟପାତ୍ର, ଦ୍ଷ୍ଟାତ୍ମା, ପାଜୀ, ଭିଲିୟାନ, ଶଠ, ହରାମି, ହାରାମଜାଦା
Definition
ଚଳଚିତ୍ର, କାହାଣୀଆଦିରେ ନାୟକର ପ୍ରମୁଖ ପ୍ରତିଦ୍ୱନ୍ଦୀ
ନୀଚ ଓ ପାଜି
ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଯେ ଉପଦ୍ରବ କରେ
Example
ଏହି ଚଳଚିତ୍ରର ଖଳନାୟକ ଭୂମିକାରେ ଅମରେଶପୁରୀ ଅଛନ୍ତି
ସେ ଏକ ନମ୍ବରର ଲଫଙ୍ଗା
ସେ ଜଣେ ଉପଦ୍ରବୀ ବ୍ୟକ୍ତି
ଦୁଷ୍ଟ ପିଲାମାନେ ଲୋକମାନଙ୍କୁ ବହୁତ ହଇରାଣ କରନ୍ତି
Irritating in Oriya OdiaExistence in Oriya OdiaMelt in Oriya OdiaStop in Oriya OdiaDrain in Oriya OdiaProclamation in Oriya OdiaLip in Oriya OdiaChevy in Oriya OdiaOpposite in Oriya OdiaCinnamomum Zeylanicum in Oriya OdiaForbearance in Oriya OdiaSomeways in Oriya OdiaGood Deal in Oriya OdiaBoyfriend in Oriya OdiaPalace in Oriya OdiaCompany in Oriya OdiaDreadfulness in Oriya OdiaRex in Oriya OdiaBeginner in Oriya OdiaFourscore in Oriya Odia