Home Oriya Odia Dictionary

Download Oriya Odia Dictionary APP

Violation Oriya Odia Meaning

ଅତିକ୍ରମଣ, ଅଭିଲଙ୍ଘନ , ଉଲଙ୍ଘନ, ଧର୍ଷଣ , ନିୟମଭଞ୍ଜନ, ବଳତ୍କାର, ଲଙ୍ଘନ

Definition

ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା
କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ

Example

ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍‌ ପ୍ରସ୍ତୁତ
ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତି/ମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ
କୃଷକ ନିଜ ଜମିରେ ହଳ କରୁ