Home Oriya Odia Dictionary

Download Oriya Odia Dictionary APP

Virginal Oriya Odia Meaning

କୁଆଁରୀ, କୁମାରୀ

Definition

ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ
ଯାହା ଭଙ୍ଗାଯାଇନାହିଁ ବା ଯାହା ଭାଙ୍ଗି ଯାଇନାହିଁ
ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
ଯାହାର ବିବାହ ହୋଇନାହିଁ
ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
ଯେଉଁ କଞ୍ଚା, ଅଭଙ୍ଗା ଚାଉଳ ଦେବତାଙ୍କୁ ଅର୍ପଣ କରାଯାଏ ଏବଂ ମଙ୍ଗଳ କାର୍ଯ୍ୟର

Example

ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ
ସୀତାଙ୍କ ସ୍ୱୟମ୍ବରରେ ରାମ ଅଭଙ୍ଗା ଧନୁକୁ ଭାଙ୍ଗି ଦେଇଥିଲେ
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା
ନବରାତ୍ରରେ କୁମାରୀଗଣଙ୍କୁ