Home Oriya Odia Dictionary

Download Oriya Odia Dictionary APP

Viscous Oriya Odia Meaning

ଜାଉଆ, ନକେଇ, ପେଜୁଆ, ବହଳିଆ

Definition

ଯାହା ବହୁତ ପତଳା ନୁହେଁ ଏବଂ ବହୁତ ଗାଢ଼ା ନୁହେଁ
ପାଇନ ନାମକ ଗଛରୁ ବାହାରୁଥିବା ଅଠା
ଏକ ପ୍ରକାରର ସୁଗନ୍ଧିତ ଅଠା ଯାହା ଜଳାଇବା ଏବଂ ଔଷଧ କାମରେ ଆସେ
ଯେଉଁଥିରେ ଲାଖିବା, ଲଖେଇବା ବା ଅଠାଳିଆ ଗୁଣ ଥାଏ

Example

ମା’ ଆଜି ବହଳିଆ ତରକାରୀ ବନାଇଥିଲେ
ଦାରୁଗନ୍ଧା ମଣିଷର ଉପକାରରେ ଲାଗେ
ଔଷଧ ରୂପରେ ମଧ୍ୟ ଲୋବାନର ବ୍ୟବହାର ହୋଇଥାଏ
ଚାଉଳରେ ପାଣି ଅଧିକ ହୋଇଯିବାଯୋଗୁଁ ଭାତ ପେଜୁଆ ହୋଇଗଲା