Home Oriya Odia Dictionary

Download Oriya Odia Dictionary APP

Visible Oriya Odia Meaning

ଚାକ୍ଷୁଷ, ଦୃଶ୍ୟ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା

Definition

ନାଟକଆଦିର କୌଣସି ଅଙ୍କର ଏକ ଭାଗ ଯାହା ଥରକେ ଦୃଶ୍ୟମାନ ହୁଏ ଏବଂ ଯେଉଁଥିରେ କୌଣସି ଗୋଟିଏ ଘଟଣାର ଅଭିନୟ ହୁଏ
ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
ଦର୍ଶନ କରିବା ବା ଦେଖିବା ଯୋଗ୍ୟ

Example

ନାଟକର ଅନ୍ତିମ ଦୃଶ୍ୟରେ ହତ୍ୟାକାରୀର ପତ୍ତା ମିଳିଲା
ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
ସେ ଦର୍ଶନୀୟ ଜାଗାଗୁଡ଼ିକୁ ଭ୍ରମଣ କରିବାକୁ ଯାଇଛି
ଆଖିଧରା ଏକ ନେତ୍ରୀୟ ରୋଗ
ନାଟକ ଏକ ଦୃଶ୍ୟ କାବ୍ୟ