Home Oriya Odia Dictionary

Download Oriya Odia Dictionary APP

Visit Oriya Odia Meaning

ଆକ୍ରମଣ ହେବା, ଆଲୋଚନା, କଥା , କଥାବାର୍ତ୍ତା, କୁପ୍ରଭାବ ପଡିବା, ଦର୍ଶନ, ଦେଖା, ଦେଖିବା, ନିରୀକ୍ଷଣ, ପରିଦର୍ଶନ, ପ୍ରକୋପ ପଡିବା, ପ୍ରକୋପ ହେବା, ବାର୍ତ୍ତାଳାପ, ବୁଲିଯିବା, ବ୍ୟାପିବା, ଭେଟ, ଭ୍ରମଣ, ଭ୍ରମଣ କରିବା, ଯାତ୍ରା କରିବା, ଯିବା, ସାକ୍ଷାତ

Definition

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ରିୟା
କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
ଯିବାଆସିବାର କାମ
କୌଣସି ସମାରୋହରେ କିମ୍ବା କାହାକୁ ଦେଖାକରି ତାକୁ ଉପହାର

Example

ରାମଙ୍କ ଅଯୋଦ୍ଧା ପ୍ରସ୍ଥାନ କରିବାର ସମାଚାର ଶୁଣି ସମସ୍ତ ନଗରବାସୀଙ୍କୁ ଗଭୀର ଆଘାତ ଲାଗିଲା
ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
ଜନ୍ମଦିନରେ ତାକୁ ବହୁତ ଉପହାର ମିଳେ