Home Oriya Odia Dictionary

Download Oriya Odia Dictionary APP

Visitant Oriya Odia Meaning

ଭେଟକର୍ତ୍ତା, ସାକ୍ଷାତକାରୀ

Definition

ପୂର୍ବରୁ ଆସିବାର ତିଥି, ସମୟଆଦି ନସୂଚାଇ ଅଚାନକ ଘରେ ଆସି ପହଞ୍ଚୁଥିବା କୌଣସି ପ୍ରିୟ ବା ସତ୍କାର ଯୋଗ୍ୟ ବ୍ୟକ୍ତି
କେଉଁଠାରୁ ଆସିବା ବ୍ୟକ୍ତି
କୌଣସି ହୋଟେଲ,ପାନ୍ଥଶାଳା ଆଦିର ଗ୍ରାହକ
ଶରୀରର କୌଣସି ଭିତିରି ଦୋଷ କାରଣରୁ ନୁହେଁ ବରଂ ଉପର ବା ବାହାର କାର

Example

ଅତିଥିମାନଙ୍କ ସତ୍କାର କରିବା ଆମର କର୍ତ୍ତବ୍ୟ କାରଣ ଅତିଥି ହିଁ ଦେବତା
ଆଗନ୍ତୁକ ଋଷିଙ୍କ ସେବାରେ ଦ୍ରୌପଦୀ ଲାଗି ଗଲେ
ଆମ ହୋଟେଲରେ ଅତିଥିମାନଙ୍କର ବିଶେଷ ଯତ୍ନ ନିଆଯାଏ
ଶିଶୁ ଛୁଆଁରୋଗରେ ପୀଡିତ
ଆଶ୍ରମରେ ଆଗନ୍ତୁକ ଜୀବଙ୍କର ଭଲ ଭାବରେ ଦେଖାଶୁଣା କରାଯାଏ