Home Oriya Odia Dictionary

Download Oriya Odia Dictionary APP

Vocabulary Oriya Odia Meaning

ଶବ୍ଦାବଳୀ

Definition

ବିଷୟ ଅଥବା କାର୍ଯ୍ୟ ସମ୍ବନ୍ଧିତ ଶବ୍ଦର ସୂଚୀ
କୌଣସି ବାକ୍ୟର କଥନ ଅଥବା ରଚନାରେ ବ୍ୟବହୃତ ଶବ୍ଦଗୁଡ଼ିକର କ୍ରମ ବା ପ୍ରକାର

Example

ଇଂରେଜୀ ଶିକ୍ଷୟତ୍ରୀ ପାଠ ସମାପ୍ତ କରିବା ପରେ ଶ୍ରେଣୀର ସମସ୍ତ ଛାତ୍ରଙ୍କୁ ଶବ୍ଦାବଳୀ ତିଆରି କରିବା ପାଇଁ କହିଲେ
ଶବ୍ଦାବଳୀର ଅନୁରୂପ ହିଁ ବାକ୍ୟ ରଚନା କରିବା ଉଚିତ୍‌