Home Oriya Odia Dictionary

Download Oriya Odia Dictionary APP

Vocal Oriya Odia Meaning

ଘୋଘୋ, ଧ୍ବନିତ, ମୁଖରିତ, ରୋଳ, ଶବ୍ଦାୟମାନ

Definition

ବ୍ୟାକରଣରେ ଯେଉଁ ବର୍ଣ୍ଣାତ୍ମକ ଶବ୍ଦ ବା ଅକ୍ଷର ଯାହାର ଉଚ୍ଚାରଣ କୌଣସି ବର୍ଣ୍ଣର ସହାୟତା ବିନା ଆପେ ଆପେ ହୁଏ
ଯାହା ଶୁଭେ
ବହୁତ କହିବାବାଲା
ଯେ କୌଣସି କ୍ଷେତ୍ରର ମୁଖିଆ
ପ୍ରଳାପ କରିବା ବ୍ୟକ୍ତି ବା ପାଗଳଭଳି

Example

ହିନ୍ଦୀରେ ତେରଟି ସ୍ୱରବର୍ଣ୍ଣ ଅଛି
ଏକ ତୀବ୍ର ଧ୍ୱନି ତାଙ୍କର ଏକାଗ୍ରତାକୁ ଭାଙ୍ଗିଦେଲା
ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍‌ଭ ହୋଇପାରେ
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ତା କଥାରେ ପଡ଼ ନାହିଁ, ସେଇଟା ବାତୁଳା
ଶ୍ୟାମ ସହିତ ଲାଗନାହିଁ, ସେ ବଡ଼ କଟୂଭାଷୀ ବ୍