Home Oriya Odia Dictionary

Download Oriya Odia Dictionary APP

Voiceless Oriya Odia Meaning

ଅଘୋଷ, ଅଳ୍ପ ଧ୍ୱନିଯୁକ୍ତ

Definition

ଯେ କିଛି କହେ ନାହିଁ
ଚୁପ ରହିବାର ଅବସ୍ଥା ବା ଭାବ
କିଛି ନ କହିବାର ବ୍ରତ ବା ସାଧନା
ମୌନ ରୂପରେ
ଯେଉଁଥିରେ କୌଣସି ପ୍ରକାର ଶବ୍ଦ ବା ଧ୍ୱନି ନ ଥାଏ
ଯାହାକୁ ଉଚ୍ଚାରଣ କଲାବେଳେ ସ୍ୱରତନ୍ତ୍ରୀଗୁଡ଼ିକ ଝଙ୍

Example

ପଣ୍ଡିତ ପ୍ରଶ୍ନ ପଚାରିବାକ୍ଷଣି ହିଁ ସଭାରେ ନୀରବତା ଛାଇଗଲା
ସୋମବାର ଦିନ ସେ ମୌନ ରହେ
ଚପରାସୀ ଅଧିକାରୀର କଥା ଚୁପହୋଇ ଶୁଣୁଥିଲା
ନିଶବ୍ଦ ଜଙ୍ଗଲରେ ଚାଲିଲାବେଳେ ତାକୁ ଡର ଲାଗୁଥିଲା
ଓଡ଼ିଆରେ କେ