Home Oriya Odia Dictionary

Download Oriya Odia Dictionary APP

Void Oriya Odia Meaning

ରିକ୍ତ, ଶୂନ୍ୟ

Definition

ଯାହାକୁ ରଦ୍ଦ ବା ବ୍ୟର୍ଥ କରିଦିଆଯାଇଛି
ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
ଯେଉଁଠି କିଛି ଲେଖା ହୋଇ ନ ଥାଏ
ଗଣିତର ଯେଉଁ ସଂଖ୍ୟାକୁ ଯେ କୌଣସି ସଂଖ୍ୟାରେ ଯୋଗକଲେ ବା

Example

ସମ୍ପତ୍ତି ରଖିବା ସମ୍ପର୍କୀୟ ଏକ ପ୍ରସ୍ତାବକୁ ଲୋକସଭାରେ ରଦ୍ଦ କରିଦିଆଗଲା
ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦ ପୂରଣ କର
ଏକ ଆଗରେ ଶୂନ ଲେଖିଲେ ଦଶ ହୁଏ
ସେ ଶୂନ୍ୟରେ ଘୁରୁଥିଲା
ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା
ବେଦ ଅନୁସାରେ